Advertisment

ବାଜା ବଜାଇ ନାଚିଲେ କୁଳପତି

ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ A ଗ୍ରେଡ୍‌ ମାନ୍ୟତା। ବିଶ୍ୱବିଦ୍ୟାଳୟକୁ ୩.୧୮ ପଏଣ୍ଟ ସହ ରାଜ୍ୟର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା।

author-image
Manoj Swain

ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ A ଗ୍ରେଡ୍‌ ମାନ୍ୟତା ମିଳିଛି। ବିଶ୍ୱବିଦ୍ୟାଳୟକୁ ୩.୧୮ ପଏଣ୍ଟ ସହ ରାଜ୍ୟର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା । ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ସବୁଠୁ ଅଧିକ ଗ୍ରେଡ୍‌ । ଗତ ୧୨ରୁ ୧୪ ତାରିଖରେ ନାକ୍ ଟିମ୍‌ ପରିଦର୍ଶନ ପରେ ରାଜ୍ୟର ସବୁ ସରକାରୀ ବିଶ୍ୱ ବିଦ୍ୟାଳୟକୁ ପଛରେ ପକାଇ ଫକିର ମୋହନ ବିଶ୍ୱ ବିଦ୍ୟାଳୟ ୧ ନମ୍ବର ସ୍ଥାନ ହାସଲ କରିଛି । ଯାହାକୁ ନେଇ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ସବର ମାହୋଲ ଦେଖାଦେଇଛି ।

Advertisment
Odisha Balasore Fakir Mohan University