Advertisment

ପ୍ରଥମେ ରଙ୍ଗ ମାରିଲେ, ପରେ ତାଲା ପକାଇଲେ

ଦେଢ ବର୍ଷ ତଳେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ସ୍କୁଲକୁ ୫ଟି ରେ ରୂପାନ୍ତରଣ କରାଯାଇଥିଲା। କିନ୍ତୁ ପରେ ସ୍କୁଲରେ ଉପସ୍ଥାନ କମ୍ ଥିବା ଦର୍ଶାଇ ସ୍କୁଲ ବନ୍ଦ କରିଦେଲେ ସରକାର।

Advertisment

ଦିନ ଥିଲା ଏଠାରେ ଛାତ୍ରଙ୍କ କୋଳାହଳ ଶୁଭୁଥିଲା । କିନ୍ତୁ ଏବେ ଚିତ୍ର ବଦଳି ଯାଇଛି । କାରଣ ଏହା ସରକାରୀ ସ୍କୁଲରୁ ସରକାରୀ ବିଲଡିଂର ରୂପ ନେବାକୁ ଯାଉଛି । ରାଜଧାନୀ ଛାତି ଉପରେ ଠିଆ ହୋଇଥିବା ୫୫ ବର୍ଷର ୟୁନିଟ୍ ୨ ବାଳକ ହାଇସ୍କୁଲ ଏବେ ତାର ଅସ୍ଥିତ୍ବ ହରାଇବାକୁ ବସିଛି । ମାତ୍ର ଦେଢ ବର୍ଷ ତଳେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ସ୍କୁଲକୁ ୫ଟି ରେ ରୂପାନ୍ତରଣ କରାଯାଇଥିଲା। କିନ୍ତୁ ପରେ ସ୍କୁଲରେ ଉପସ୍ଥାନ କମ୍ ଥିବା ଦର୍ଶାଇ ସ୍କୁଲ ବନ୍ଦ କରିଦେଲେ ସରକାର।

Advertisment
School Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe