କନ୍ଧମାଳରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର | Students Study Under Trees, No Classrooms in Kandhamal | OR
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
କନ୍ଧମାଳରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର | Students Study Under Trees, No Classrooms in Kandhamal | OR
ଶ୍ରେଣୀ ଗୃହର ଅଭାବ ଯୋଗୁ ଗଛ ମୂଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ! ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲାର ଝିରିପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ! ଦୀର୍ଘ ୩ ବର୍ଷ ଧରି ଛାତ୍ରଛାତ୍ରୀ ଏଭଳି ବିପଦ ସଙ୍କୁଳ ଭାବେ ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି ! ଆବଶ୍ୟକୀୟ ଅନୁଯାୟୀ ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବା ଯୋଗୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଜୀବନ ମଧ୍ୟ ଏବେ ବାଜିରେ ଲାଗିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)