Advertisment

କନ୍ଧମାଳରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର

ଦୀର୍ଘ ୩ ବର୍ଷ ଧରି ଛାତ୍ରଛାତ୍ରୀ ଏଭଳି ବିପଦ ସଙ୍କୁଳ ଭାବେ ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି !

Advertisment

ଶ୍ରେଣୀ ଗୃହର ଅଭାବ ଯୋଗୁ ଗଛ ମୂଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ! ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲାର ଝିରିପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ! ଦୀର୍ଘ ୩ ବର୍ଷ ଧରି ଛାତ୍ରଛାତ୍ରୀ ଏଭଳି ବିପଦ ସଙ୍କୁଳ ଭାବେ ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି ! ଆବଶ୍ୟକୀୟ ଅନୁଯାୟୀ ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବା ଯୋଗୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଜୀବନ ମଧ୍ୟ ଏବେ ବାଜିରେ ଲାଗିଛି ।

Advertisment
Odisha Odisha Education School Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe