ନିଟ-ୟୁଜି ବିବାଦ: ଗୁଜରାଟର ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୮୫% ପିଲା ହାସଲ କରିଛନ୍ତି ଯୋଗ୍ୟତା

ବିବାଦ ମଧ୍ୟରେ ସୁପ୍ରିମକୋର୍ଟଙ୍କ ସହର ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ କରିବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଏନଟିଏ ରେଜଲ୍ଟ ପ୍ରକାଶ କରିଛି।

AI

ଏଆଇ ଦ୍ୱାରା ତିଆରି କରାଯାଇଥିବା ଫଟୋ

Hemant Lenka
  • Published: Saturday, 20 July 2024
  • Updated: 20 July 2024, 08:53 PM IST

Sports

Latest News

ନିଟ-ୟୁଜି ପରୀକ୍ଷାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟର ଗୋଟିଏ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୮୫% ପିଲା ନିଟ୍‌-ୟୁଜିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାର ଅର୍ଥ ସେମାନେ ମେଡିକାଲ କଲେଜରେ ସିଟ ପାଇବାକୁ ଯୋଗ୍ୟ ହୋଇଛନ୍ତି। 

ଆଜି ଏନଟିଏ ସହର ଓ କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ମେ’ ୪ ତାରିଖରେ ସର୍ବଭାରତୀୟ ସ୍ତରରେ ଫଳାଫଳ ପ୍ରକାଶ ପାଇଥିଲା। କିନ୍ତୁ ନିଟ୍‌-ୟୁଜି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

Also Read

ଏହି ରେଜଲ୍ଟରୁ ଜଣାପଡ଼ିଛି ଯେ ରାଜକୋଟରେ ଥିବା ୟୁନିଟ -୧ ସ୍କୁଲ ଅଫ ଇଞ୍ଜିନିୟରିଂରେ ପରୀକ୍ଷା ଦେଇଥିବା ସର୍ବାଧିକ ୮୫% ପିଲା ନିଟ-ୟୁଜିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୧୨ ଜଣ ପିଲା ୭୦୦ରୁ ଅଧିକ ମାର୍କ ରଖିଛନ୍ତି। ସେହିପରି ୧୧୫ ଜଣ ପିଲା ୬୫୦ ଉପରେ, ୨୫୯ ଜଣ ପିଲା ୬୦୦ ମାର୍କ ଓ ୪୦୩ ଜଣ ପିଲା ୫୫୦ରୁ ଅଧିକ ମାର୍କ ରଖିଛନ୍ତି।

ଆମେ ଯଦି ବିଦ୍ୟା ଭାରତୀ ସିକାର କେନ୍ଦ୍ର(କେନ୍ଦ୍ର ନମ୍ବର ୩୯୨୩୪୯) ସହ ଏହାକୁ ତୁଳନା କରିବା, ତା’ହେଲେ ଏହା ଆଶାତୀତ ଅଧିକ ରହିଛି।

ରାଜସ୍ଥାନର ସିକାର ପରୀକ୍ଷା କେନ୍ଦ୍ରରେ ୮ ଜଣ ପିଲା ୭୦୦ରୁ ଅଧିକ ନମ୍ବର ରଖିଛନ୍ତି। ୬୯ ଜଣ ପିଲା ୬୫୦, ୧୫୫ ଜଣ ପିଲା ୬୦୦ ଓ ୨୪୧ ଜଣ ପିଲା ୫୫୦ରୁ ଅଧିକ ମାର୍କ ରଖିଛନ୍ତି। ଅତିରିକ୍ତ ଭାବେ ସିକାର କେନ୍ଦ୍ରର ୮୩ ଜଣ ଓ ହରିୟାଣାର ରୋହତକରେ ଥିବା ମଡେଲ ସ୍କୁଲରେ ପରୀକ୍ଷା ଦେଇଥିବା ୪୫ ଜଣ ୫୦୦ରୁ ଅଧିକ ମାର୍କ ରଖିଛନ୍ତି।

ତେବେ ଗୁଜରାଟର ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୮୫% ପିଲା ପାସ୍‌ କରିବା ସମସ୍ତଙ୍କୁ ଚକିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story