Advertisment

ଏଣିକି ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଆଇ କାର୍ଡ

ଏଣିକି ଆଉ ବର୍ଷକୁ ବର୍ଷ ବଦଳିବନି ସ୍କୁଲ ଆଇ କାର୍ଡ। ଏପରିକି ସ୍କୁଲ ବଦଳିଲେ ବି ରହିବ ସମାନ ପରିଚୟ ପତ୍ର।

ଅଦ୍ୟତନ ହୋଇଛି
Advertisment

ଏଣିକି ଆଉ ବର୍ଷକୁ ବର୍ଷ ବଦଳିବନି ସ୍କୁଲ ଆଇ କାର୍ଡ। ଏପରିକି ସ୍କୁଲ ବଦଳିଲେ ବି ରହିବ ସମାନ ପରିଚୟ ପତ୍ର। ଦେଶର ସବୁ ଛାତ୍ରଛାତ୍ରୀଙ୍କ ଏକକ ପରିଚୟ ପତ୍ର ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି ।ସବୁ ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି । ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରହିବ ।

Advertisment
Students School Indian Education System
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe