Advertisment

ଘରୋଇ ଲାଇବ୍ରେରୀରେ ଭିଡ଼ !

ରାଜଧାନୀ ଭୁବନେଶ୍ବରରେ ରହିଛି ହାତଗଣତି ସରକାରୀ ଲାଇବ୍ରେରୀ। ହେଲେ ଦିନରାତି ପାଠ ପଢ଼ି କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ବର ଛୁଟି ଆସୁଛନ୍ତି ପିଲା।

Advertisment

ରାଜଧାନୀ ଭୁବନେଶ୍ବରରେ ରହିଛି ହାତଗଣତି ସରକାରୀ ଲାଇବ୍ରେରୀ। ହେଲେ ଦିନରାତି ପାଠ ପଢ଼ି କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ବର ଛୁଟି ଆସୁଛନ୍ତି ପିଲା। ସରକାରୀ ପାଠାଗାରରେ ଖଚ୍ଚାଖଚ ଭିଡ଼ ହେବା ପରେ ବାଧ୍ୟ ହୋଇ ପିଲାମାନେ ତଳେ କିମ୍ବା ଲାଇବ୍ରେରୀ ପରିସରରେ ଥିବା ଗଛ ମୂଳେ ବସି ପାଠ ପଢ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବିକଳ୍ପ ରୂପେ ଭୁବନେଶ୍ବର ସହରରେ ପ୍ରାୟ 30ରୁ ଅଧିକ ଘରୋଇ ଲାଇବ୍ରେରୀ ବା ରିଡିଂ ସେଣ୍ଟର ଖୋଲିଗଲାଣି।

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe