Advertisment

'ନବୀନ ଓଡିଶା ନୁହେଁ, ଆମେ ଚାହୁଁଛୁ ମଧୁବାବୁଙ୍କ ଓଡିଶା’

କ୍ୟାମ୍ପସରେ ଛାଇ ଯାଉଛି କାର୍ଯ୍ୟକ୍ରମ। ସରକାରୀ କାର୍ଯ୍ୟକ୍ରମ ନାଁରେ ମନ୍ତ୍ରୀ ନେତା ଆଡ୍ଡା ଜମାଉଛନ୍ତି।

Advertisment

କ୍ୟାମ୍ପସରେ ଛାଇ ଯାଉଛି କାର୍ଯ୍ୟକ୍ରମ। ସରକାରୀ କାର୍ଯ୍ୟକ୍ରମ ନାଁରେ ମନ୍ତ୍ରୀ ନେତା ଆଡ୍ଡା ଜମାଉଛନ୍ତି। ସବୁଜ ବ୍ୟାନର ସାଙ୍ଗକୁ ଟିସାର୍ଟ ଦେଇ କ୍ୟାମ୍ପସରେ ସୃଷ୍ଟି କରାଯାଉଛି କି ରାଜନୈତିକ ବାତାବରଣ ? ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ କଲେଜରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ପରେ ଖଡଗହସ୍ତ ଛାତ୍ର ସମାଜ। ଏ ଦୃଶ୍ୟ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖର।

Advertisment
Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe