Advertisment

ରାଜ୍ୟରେ ଓଡ଼ିଆ ଅସ୍ମିତାର ଚର୍ଚ୍ଚା, ଛତିଶଗଡ଼ରେ ପିଲାଙ୍କ ପାଠପଢ଼ା

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସୀମାନ୍ତରେ ଥିବା ପାଞ୍ଚ ଛଅଟି ଗାଁର ପିଲା ଏବେ ନିଜ ଗାଁ ପାଖରେ ଥିବା ସ୍କୁଲରେ ନ ପଢ଼ି ଛତିଶଗଡ଼ର ଧମତରୀ ଜିଲ୍ଲା ଘୁଟକେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି

ଓଡ଼ିଶାରେ ଘର, ହେଲେ ପାଠପଢ଼ା ଚାଲିଛି ଛତିଶଗଡ଼ରେ। ସକାଳ ସାଢ଼େ 9 ହେଲେ ବେଗ ବସ୍ତାନି ଧରି ସାଇକେଲ ଚଲାଇ ତିନି କିଲୋମିଟର ଦୂର ହାଇସ୍କୁଲରେ ପହଞ୍ଚିଯାଉଛନ୍ତି ଛାତ୍ରଛାତ୍ରୀ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସୀମାନ୍ତରେ ଥିବା ପାଞ୍ଚ ଛଅଟି ଗାଁର ପିଲା ଏବେ ନିଜ ଗାଁ ପାଖରେ ଥିବା ସ୍କୁଲରେ ନ ପଢ଼ି ଛତିଶଗଡ଼ର ଧମତରୀ ଜିଲ୍ଲା ଘୁଟକେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Education Chhatisgarh