ଅଦ୍ୟତନ ହୋଇଛି
ରାଜ୍ୟରେ ଓଡ଼ିଆ ଅସ୍ମିତାର ଚର୍ଚ୍ଚା ଛତିଶଗଡ଼ରେ ପିଲାଙ୍କ ପାଠପଢ଼ା || Odisha School || Nabarangapur || OR
Advertisment
ଓଡ଼ିଶାରେ ଘର, ହେଲେ ପାଠପଢ଼ା ଚାଲିଛି ଛତିଶଗଡ଼ରେ। ସକାଳ ସାଢ଼େ 9 ହେଲେ ବେଗ ବସ୍ତାନି ଧରି ସାଇକେଲ ଚଲାଇ ତିନି କିଲୋମିଟର ଦୂର ହାଇସ୍କୁଲରେ ପହଞ୍ଚିଯାଉଛନ୍ତି ଛାତ୍ରଛାତ୍ରୀ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସୀମାନ୍ତରେ ଥିବା ପାଞ୍ଚ ଛଅଟି ଗାଁର ପିଲା ଏବେ ନିଜ ଗାଁ ପାଖରେ ଥିବା ସ୍କୁଲରେ ନ ପଢ଼ି ଛତିଶଗଡ଼ର ଧମତରୀ ଜିଲ୍ଲା ଘୁଟକେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us