Advertisment

କୋଚିଂ ସେଣ୍ଟର ଉପରେ ଅଙ୍କୁଶ କେବେ ?

ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଗଢ଼ି ଉଠିଛି ମାଳ ମାଳ କୋଚିଂ ସେଣ୍ଟର।

Advertisment

ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଗଢ଼ି ଉଠିଛି ମାଳ ମାଳ କୋଚିଂ ସେଣ୍ଟର। ହେଲେ କେତେ ସଂଖ୍ୟାରେ କୋଚିଂ ସେଣ୍ଟର ଚାଲିଛି ସେ ନେଇ ରାଜ୍ୟ ସରକାରଙ୍କ ପାଖରେ ଖବର ନାହିଁ। କୋଚିଂ ସେଣ୍ଟର ଗୁଡ଼ିକୁ ପଂଜୀକରଣ କରିବା ସହ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର 2017 ଓ 2024ରେ ଗାଇଡ୍ ଲାଇନ ଜାରି କରିଥିଲେ ବି ଏପର୍ଯ୍ୟନ୍ତ ଓଡ଼ିଶା ଏ ନେଇ ଆଇନ ବା ନିୟମାବଳୀ ଆଣିନାହିଁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe