ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?

କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Education

representational image

Hemant Lenka
  • Published: Saturday, 22 March 2025
  • Updated: 22 March 2025, 05:54 PM IST

Sports

Latest News

ଦେଶରେ ଏମିତି ଅନେକ ଯୁବକ ଅଛନ୍ତି, ଯେଉଁମାନେ ବିଭିନ୍ନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ କିଏ ଦୋକାନରେ କାମ କରୁଛନ୍ତି ତ ଆଉ କିଏ ଗୋଦାମ କିମ୍ବା ଅନେକ କେଉଁଠି ଛୋଟ ଚାକିରି କରି ପରିବାର ଚଳାଉଛନ୍ତି। ଏହି ଚାକିରି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଠାରୁ ବେଶ ଛୋଟ ଓ ଭିନ୍ନ। ଏଭଳି କାହାଣୀ କିଛି ନୂଆ ନୁହେଁ। ବର୍ଷ ବର୍ଷ ଧରି ଦେଶରେ ଏମିତି ପରମ୍ପରା ଦେଖିବାକୁ ମିଳୁଛି। 

ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୀତିକ ସର୍ଭେରେ ଭାରତୀୟ ଶ୍ରମ ଶକ୍ତିର ଶିକ୍ଷାଗତ ଯୋଗ୍ୟତା ଓ ସେମାନେ କରୁଥିବା ଚାକିରି ମଧ୍ୟରେ ଥିବା ପାର୍ଥକ୍ୟର ଖୁଲାସା କରିଥିଲା। କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଅସଂଖ୍ୟକ ଶିକ୍ଷତ ଯୁବକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଭଳି ବାସ୍ତବଚିତ୍ର। ସେମାନେ ବାଧ୍ୟ ହୋଇ ଏମିତି ଏକ କାମରେ ନିଜକୁ ଆବଦ୍ଧ କରୁଛନ୍ତି, ଯାହା ସେମାନଙ୍କ ଦକ୍ଷତା ଓ କିମ୍ବା ଆଶା ଠାରୁ ସଂପୂର୍ଣ୍ଣ ଭିନ୍ନ।

Also Read

ଏଠାରେ ପ୍ରଶ୍ନ ଉଠୁଛି ଯେ ଦକ୍ଷତାରେ ଭରପୂର ଭାରତ ଭଳି ଗୋଟିଏ ଦେଶରେ କାହିଁକି ଏମିତି ଘଟୁଛି? ଏହାର ଉତ୍ତର ହେଲା, ଆମ ଶିକ୍ଷା ପ୍ରଣାଳୀର କ’ଣ ଦେଉଛି ଓ ନିଯୁକ୍ତି ମାର୍କେଟ କ’ଣ ଚାହୁଁଛି, ତା’ ମଧ୍ୟରେ ବଢ଼ୁଥିବା ତାରତମ୍ୟ। ଭାରତ ସୁଯୋଗ ଓ ଚ୍ୟାଲେଞ୍ଜର ଦୋଛକିରେ ରହିଥିବେ ବେଳେ ଉପରୋକ୍ତ ତାରତମ୍ୟ ସ୍ଥିତିକୁ ପୂର୍ବାପେକ୍ଷା ଆହୁରି ସାଂଘାତିକ କରି ଦେଉଛି।

ଭାରତର ମୋଟ ଜନସଂଖ୍ୟାର ୬୫% ଲୋକ ଶ୍ରମ ଶକ୍ତି ବର୍ଗରେ ରହିଛନ୍ତି। ଏହା ଭାରତ ପାଖରେ ଥିବା କାମର କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି। କିନ୍ତୁ ଚାକିରି ପରିସଂଖ୍ୟନ କଷ୍ଟ ହେବା ଭଳି ସତ୍ୟର ଖୁଲାସା କରିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ବା ଆଇଏଲଓର ତଥ୍ୟ କହୁଛି ଯେ ଭାରତର ୪୭% ଶ୍ରମ ଶକ୍ତିଙ୍କ ପାଖରେ ଉପଯୁକ୍ତ ଦକ୍ଷତାର ଅଭାବ ରହିଛି। ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ପଢ଼ିବା ଓ ଶିକ୍ଷା ପାଇଁ ସବୁ ପ୍ରକାରର ସୁବିଧା ପାଇବା ସତ୍ତ୍ୱେ ଏହି ମୌଳିକ ଅଭାବ ଏବେ ବି ଦେଖିବାକୁ ମିଳୁଛି।

ଭାରତର ନିଯୁକ୍ତି ମାର୍କେଟ ଦ୍ରୁତଗତିରେ ବଦଳିବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା ଭଳି ନୂଆନୂଆ ଟେକ୍ନୋଲୋଜି ବିଭିନ୍ନ ଶିଳ୍ପାୟନରେ ଝଡ଼ ସୃଷ୍ଟି କରୁଛି। ଏହି ନୂଆ କୌଶଳ ଉତ୍ପାଦନକୁ ବୃଦ୍ଧି କରିବାର ଯଦିଓ ପ୍ରତିଶ୍ରୁତି ଦେଉଛି, କିନ୍ତୁ ଅନେକ ପାରମ୍ପରିକ ଚାକିରିକୁ ମଧ୍ୟ ବନ୍ଦ କରି ଦେଉଛି।

୨୦୨୩-୨୪ ଅର୍ଥନୀତିକ ସର୍ଭେରେ ଏଆଇ ଉପରେ ଆଲୋକପାତ କରାଯାଇଛି। ଭବିଷ୍ୟତ ନିଯୁକ୍ତିରେ ଏଆଇ ବିଭ୍ରାଟ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଉଛି। ଏଆଇ ପର୍ଯ୍ୟାୟକୁ ଯିବା ପାଇଁ ଚାକିରି କରୁଥିବା ଲୋକମାନେ ଅପ୍ରସ୍ତୁତ ଥିବାରୁ ସେମାନଙ୍କ ମଧ୍ୟରେ ଚାକିରି ହରାଇବାର ବିପଦ ଘନେଇବାର ବିପଦ ବଢ଼ିବାରେ ଲାଗିଛି। ଏହି ଚ୍ୟାଲେଞ୍ଜରେ ଦକ୍ଷତାର ଅଭାବ ମଧ୍ୟ ସାମିଲ ରହିଛି।

ଅନେକ ଗ୍ରାଜ୍ୟୁଏଟ ଚାକିରି କରିବାକୁ ପ୍ରସ୍ତୁତ ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରେ ଉଭୟ ବୈଷୟିକ ଓ ଅଣ ବୈଷୟିକ ଦକ୍ଷତାର ଅଭାବ ରହିଛି। ସ୍କୁଲ ଓ କଲେଜରେ ପ୍ରାଟିକାଲର ଏହି ସମସ୍ୟାକୁ ଆହୁରି ଜଟିଳ କରି ଦେଉଛି। ଏଥିଯୋଗୁ ଶିକ୍ଷିତ ଯୁବଗୋଷ୍ଠୀ ଶିଳ୍ପଜଗତର ଚାହିଦା ଅନୁସାରେ ନିଜକୁ ପ୍ରସ୍ତୁତ କରି ପାରୁ ନାହାନ୍ତି। କୃଷି ଭଳି କ୍ଷେତ୍ରରେ ଲିଙ୍ଗଗତ ଅସମାନତା ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଚାକିରି ହରାଇବା ଘଟଣା ରୋଜଗାର ପରିଧିକୁ ଆହୁରି ସାଂଘାତିକ ସ୍ଥିତିକୁ ନେଇ ଯାଉଛି।

ଅନ୍ୟପକ୍ଷରେ ଭାରତର ବୈଷୟିକ ଶିକ୍ଷା କ୍ଷେତ୍ର ବା EDTECHରେ ଏବେ ପ୍ରକାରର ବିପ୍ଳବ ଦେଖିବାକୁ ମିଳିଛି। ଫିଜିକ୍ସ ୱାଲା(ପିଡବ୍ଲ୍ୟୂ), ଅପଗ୍ରେଡ ଓ କ୍ୟାରିୟର ୩୬୦ ଭଳି ପ୍ଲାଟଫର୍ମଗୁଡ଼ିକ ବେଶ ନୀରବର ସହ ଦକ୍ଷତା କେମିତି ଅପରିହାର୍ଯ୍ୟ, ତା’ର ଉଦାହରଣ ଦେଇ ଚାଲିଛନ୍ତି। ଆସେସିବିଲିଟୀ, ସାମର୍ଥ୍ୟ ଓ ପ୍ରାସଙ୍ଗିତାରେ ଥିବା ଅଭାବକୁ ପୂରଣ କରି ଏହି ପ୍ଲାଟଫର୍ମଗୁଡ଼ିକ ଶିକ୍ଷାର୍ଥୀଙ୍କୁ ଭବିଷ୍ୟତରେ ସାମ୍ନା କରିବାକୁ ଥିବା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରୁଛନ୍ତି।

EDTECHର ଫାଇଦା

୧- ଆସେସିବିଲିଟୀ: ଅନଲାଇନ କୋର୍ସ, ବହୁଭାଷୀ କଣ୍ଟେଣ୍ଟ ଓ ଇଣ୍ଟରଆକ୍ଟିଭ ଶିକ୍ଷା ମଡ୍ୟୁଲସ ଜରିଆରେ ଏହି ପ୍ଲାଟଫର୍ମଗୁଡ଼ିକ ପୂର୍ବରୁ ଉତ୍ତମ ଶିକ୍ଷାରୁ ବଞ୍ଚିତ ହୋଇଥିବା ଉପାନ୍ତ ଅଞ୍ଚଳର ପିଲାଙ୍କ ପାଖରେ ପହଞ୍ଚୁଛନ୍ତି।

୨- ସାମର୍ଥ୍ୟ: ଡିଜିଟାଲ ଭିତ୍ତିଭୂମି, ଲାଇଭ ସେସନ୍ସ ଓ ଇନ ଆପ କଣ୍ଟେଣ୍ଟ ଅନଲାଇନ ଶିକ୍ଷାକୁ ଆହୁରି ରୁଦ୍ଧିମନ୍ତ କରିଛି। ଏହା ପକେଟକୁ ମଧ୍ୟ ସୁହାଉଛି। EDtech ପ୍ଲାଟଫର୍ମଗୁଡ଼ିକ ପାଖରେ ଭର୍ଚୁଆଲ କ୍ଲାସରୁମ, ଡିଜିଟାଲ ବହି ଓ ଅନ୍ୟ ଅନଲାଇନ ସମ୍ବଳ ବେଶ ଭଲ ଭାବେ ଶିକ୍ଷାର ସାମର୍ଥ୍ୟକୁ ନୂଆ ଦିଗ ଦେଖାଇଛି।

୩- ୱାଇଡର ରିଚ୍‌: ଏଆଇ ଭିତ୍ତିକ ବିଷୟ, ରେକର୍ଡ ହୋଇଥିବା ସେସନ୍ସ ଓ ଚାକିରି ପାଇଁ ଆବଶ୍ୟକ ପରାମର୍ଶ ଶିକ୍ଷାର୍ଥୀଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷତାକୁ ବୃଦ୍ଧି କରିପାରୁଛି।

EDtech ଫାର୍ମ ଓ ସରକାରୀ କାର୍ଯ୍ୟକ୍ରମ ଯଥା ସ୍କିଲ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ମଧ୍ୟ ଦକ୍ଷତା ବୃଦ୍ଧିରେ ଦମଦାର ପ୍ରଭାବ ଆଣିବାକୁ ସକ୍ଷମ ହୋଇପାରୁଛି। ଭବିଷ୍ୟତର ଶ୍ରମ ଶକ୍ତିଙ୍କୁ ପ୍ରସ୍ତୁତ କରିବା ପାଇଁ ଏମାନଙ୍କ ଯୁଗଳବନ୍ଦୀ ନିହାତି ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story