Advertisment

ଆଦର୍ଶ ଶିକ୍ଷକ ଶିଶିର ସାର୍

ଆଖପାଖ ଅଞ୍ଚଳର ପିଲା ହାତ ପାହନ୍ତାରେ କିଭଳି ଉନ୍ନତମାନର ପାଠ ପଢା ପାଇବେ। ସେଥିପାଇଁ ୩୪ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଏହି ମଣିଷ ତିଆରି କାରଖାନାର ଉନ୍ନତି ପଛରେ ଲାଗିଛନ୍ତି ଶିଶିର କୁମାର ଦେହୁରୀ ।

author-image
Manoj Swain

ମାତ୍ର ଦୁଇ ବଖରା ଆଜବେଷ୍ଟସ ଘର ତିଆରି କରି ପିଲାଙ୍କୁ ଶିକ୍ଷାଦାନ ଦେବା ଆରମ୍ଭ କରିଥିଲେ ସେ। ଦୀର୍ଘ ବର୍ଷ ଧରି ପିଲାଙ୍କୁ ମାଗଣା ଶିକ୍ଷାଦାନ ଦେବା ପରେ ସେ ସେଠାରେ ଅଧ୍ୟାପକ ଭାବରେ ଅବସ୍ଥାପିତ ହୋଇଥିଲେ । ଆଖପାଖ ଅଞ୍ଚଳର ପିଲା ହାତ ପାହନ୍ତାରେ କିଭଳି ଉନ୍ନତମାନର ପାଠ ପଢା ପାଇବେ। ସେଥିପାଇଁ ୩୪ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଏହି ମଣିଷ ତିଆରି କାରଖାନାର ଉନ୍ନତି ପଛରେ ଲାଗିଛନ୍ତି ଶିଶିର କୁମାର ଦେହୁରୀ ।

Advertisment
Odisha Odisha Teacher Dhenkanal