ମେଡିକାଲ କୋଚିଂ ପାଇଁ ବର୍ଷକୁ ଫି 1 ଲକ୍ଷ 54 ହଜାର ଟଙ୍କା। ଆଉ ଇଂଜିନିୟରିଂ କୋଚିଂ ପାଇଁ 1 ଲକ୍ଷ 65 ହଜାର ଟଙ୍କା। ତା’ପରେ ଯୁକ୍ତ ଦୁଇ ବା ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଇଁ ଆଦୌ ସ୍କୁଲ ନଯାଇ କୋଚିଂ ସେଣ୍ଟରରେ ରହି କେବଳ ପରୀକ୍ଷା ବେଳେ ସ୍କୁଲ ଗଲେ ଦେବାକୁ ହେବ ଅତିରିକ୍ତ 80 ହଜାର ଟଙ୍କା । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଉଚ୍ଚଶିକ୍ଷା ବିଭାଗ ଦେଲା ଏହି କଡ଼ା ନିର୍ଦ୍ଦେଶ
କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି।

Education
ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଙ୍କଟ: ୩ଟି ପର୍ଯ୍ୟାୟ ପରେ ବି ୧.୧୫ଲକ୍ଷରୁ ଅଧିକ ଡିଗ୍ରୀ ସିଟ୍ ଫାଙ୍କା
କଟକସ୍ଥିତ ରେଭେନସା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ନାମଲେଖାରେ ପୁଣିଥରେ ଅଧିକ କଟଅଫ୍ ମାର୍କ ସହ ନିଜର ଏକାଡେମିକ୍ ପ୍ରଭାବ ବଜାୟ ରଖିବାରେ ସକ୍ଷମ ହୋଇଛି ।

National
ସୁଦୃଢ଼ ହେଉଛି ଶିକ୍ଷା ଭିତ୍ତିଭୂମି: ବିଶ୍ୱରେ ବଢ଼ୁଥିବା ଆଗ୍ରହକୁ ପୂରଣ କରୁଛି ଭାରତ
ନିପୁଣ ଭାରତ ମିଶନ, ପିଏମ୍ ଶ୍ରୀ ଯୋଜନା, ଜାତୀୟ ପାଠ୍ୟକ୍ରମ ଢାଞ୍ଚା, ଜାତୀୟ କ୍ରେଡିଟ୍ ଢାଞ୍ଚା ଭଳି ଯୁଗାନ୍ତକାରୀ ପଦକ୍ଷେପଗୁଡ଼ିକ ଏଥିରେ ଅନ୍ୟତମ। ଏହିସବୁ ପଦକ୍ଷେପ ଶିକ୍ଷା ବ୍ୟବସ୍ଥାରେ ନମନୀୟତା, ବହୁବିଧ ଶୃଙ୍ଖଳା ଏବଂ ଶିକ୍ଷାର ବୈଶ୍ବିକରଣକୁ ପ୍ରୋତ୍ସାହିତ କରିଥାଏ, ଯାହାଦ୍ୱାରା ହଜାର ହଜାର ପ୍ରତିଷ୍ଠାନରେ ଗୁଣାତ୍ମକ ବିକାଶ ଘଟିଛି।

Education
୨୦୨୬ରୁ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା
ପ୍ରଥମ ବୋର୍ଡ ପରୀକ୍ଷା ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ଏହା ବାଧ୍ୟତାମୂଳକ।
Education
ଯାଜପୁରରେ ୨୪ ଓ ଭଦ୍ରକରେ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଯାଜପୁର ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି ଯେ ଧୀରେ ଧୀରେ ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।