Advertisment

କୋଚିଂ ପାଇଁ ଡମି ସ୍କୁଲ୍, 2 ବର୍ଷକୁ 80 ହଜାର !

ମେଡିକାଲ କୋଚିଂ ପାଇଁ ବର୍ଷକୁ ଫି 1 ଲକ୍ଷ 54 ହଜାର ଟଙ୍କା। ଆଉ ଇଂଜିନିୟରିଂ କୋଚିଂ ପାଇଁ 1 ଲକ୍ଷ 65 ହଜାର ଟଙ୍କା।

Advertisment

ମେଡିକାଲ କୋଚିଂ ପାଇଁ ବର୍ଷକୁ ଫି 1 ଲକ୍ଷ 54 ହଜାର ଟଙ୍କା। ଆଉ ଇଂଜିନିୟରିଂ କୋଚିଂ ପାଇଁ 1 ଲକ୍ଷ 65 ହଜାର ଟଙ୍କା। ତା’ପରେ ଯୁକ୍ତ ଦୁଇ ବା ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଇଁ ଆଦୌ ସ୍କୁଲ ନଯାଇ କୋଚିଂ ସେଣ୍ଟରରେ ରହି କେବଳ ପରୀକ୍ଷା ବେଳେ ସ୍କୁଲ ଗଲେ ଦେବାକୁ ହେବ ଅତିରିକ୍ତ 80 ହଜାର ଟଙ୍କା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe