‘ରାତି ଅଧରେ କଲ କରୁଛନ୍ତି ପ୍ରିନ୍ସପାଲ’ | Faculty Members Molestation | Odisha Reporter
ଶିକ୍ଷାର ମନ୍ଦିରରେ କଳଙ୍କର ଛିଟା। ଯେଉଁ ଗୁରୁ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରୁଛନ୍ତି, ସିଏ ସନ୍ଦେହ ଘେରରେ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଧ୍ୟାପିକାଙ୍କୁ ରାତି ଅଧିଆ କଲ୍ କରୁଛନ୍ତି ଓ ହ୍ୱାଟ୍ସଆପ୍ରେ ମେସେଜ୍ ପଠାଉଛନ୍ତି କଲେଜ ଅଧ୍ୟକ୍ଷ। ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ(ଏମ୍ପିସି) ଜୁନିୟର କଲେଜରୁ ଆସିଛି ଏପରି ଅଭିଯୋଗ। ୪ ଜଣ ଅଧ୍ୟାପିକା ଏନେଇ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
