Advertisment

ରାତି ଅଧରେ ଫୋନ୍‌ କରୁଛନ୍ତି କଲେଜ ଅଧ୍ୟକ୍ଷ !

ରାତି ଅଧିଆ କଲ୍‌ କରୁଛନ୍ତି ଓ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଉଛନ୍ତି କଲେଜ ଅଧ୍ୟକ୍ଷ।

Advertisment

ଶିକ୍ଷାର ମନ୍ଦିରରେ କଳଙ୍କର ଛିଟା। ଯେଉଁ ଗୁରୁ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରୁଛନ୍ତି, ସିଏ ସନ୍ଦେହ ଘେରରେ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଧ୍ୟାପିକାଙ୍କୁ ରାତି ଅଧିଆ କଲ୍‌ କରୁଛନ୍ତି ଓ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଉଛନ୍ତି କଲେଜ ଅଧ୍ୟକ୍ଷ। ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ(ଏମ୍‌ପିସି) ଜୁନିୟର କଲେଜରୁ ଆସିଛି ଏପରି ଅଭିଯୋଗ। ୪ ଜଣ ଅଧ୍ୟାପିକା ଏନେଇ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment
Odisha Baripada Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe