ମୋବାଇଲ ଖେଞ୍ଚିଖେଞ୍ଚି ଦିଦି ହାଲିଆ ! || Parents Complaints Against School Teacher || Odisha Reporter
Advertisment
ମୋବାଇଲ୍ ଖେଞ୍ଚୁଛନ୍ତି ଅଧିକ, ପାଠ ପଢ଼ାଉଛନ୍ତି କମ୍। ଖେଞ୍ଚି ଖେଞ୍ଚି ଥକି ପଡ଼ିବା ପରେ ଶୋଇ ପଡ଼ୁଛନ୍ତି ଦିଦି। ପାଠ ପଢ଼ାଇବାରେ ନାହିଁ ମନ, ମାସକୁ ମାସ ପାଉଛନ୍ତି ଧନ। ଦିଦିଙ୍କ ବିରୋଧରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us