Advertisment

ଅଠାକାଠିରେ ବୋର୍ଡ, କଣ ହେବ ପିଲାଙ୍କ ଭାଗ୍ୟ ?

ପରୀକ୍ଷା ଦେଇ ଫେରିଥିବା ଏହି ଛାତ୍ରୀ ସିଧା କହିଛନ୍ତି କି ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଓ ସେ ପାଇଥିବା ପ୍ରଶ୍ନପତ୍ର ସମାନ।

Advertisment

ପରୀକ୍ଷା ଦେଇ ଫେରିଥିବା ଏହି ଛାତ୍ରୀ ସିଧା କହିଛନ୍ତି କି ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଓ ସେ ପାଇଥିବା ପ୍ରଶ୍ନପତ୍ର ସମାନ। ସେଟ୍ C ଓ D ଲେଖାଯାଇଥିବା ଏହି ପ୍ରଶ୍ନପତ୍ର ଗୁଡ଼ିକ ଆଜିର ପ୍ରଶ୍ନପତ୍ର ସହ ସମାନ। ଯାହା ଯାହା ପରୀକ୍ଷାରେ ଆସିଥିଲା ସେ ସବୁ ଏହି ପ୍ରଶ୍ନପତ୍ରରେ ରହିଛି ବୋଲି କହିଛନ୍ତି ଛାତ୍ରୀ। ଯାହାକି ସିଧାସଳଖ ବୋର୍ଡର ପାରିବା ପଣିଆ ଉପରେ ପ୍ରଶ୍ନ ଛିଡା କରିଛି । ବୋର୍ଡ ସଭାପତିଙ୍କୁ ଏନେଇ ପ୍ରଶ୍ନ ପଚାରିବାରୁ ସେ ଗରମ ହୋଇ ସିଧା ଗଣମାଧ୍ୟମକୁ ଦୋଷ ଦେଇଛନ୍ତି। ଏଥିସହ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି । ପିଲାଙ୍କୁ ଉସକାଇ ମିଛ କଥା ପ୍ରଚାର କରାଯାଉଛି ବୋଲି କହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe