Advertisment

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଗଣମାଧ୍ୟମକୁ ବୋର୍ଡ ସଭାପତିଙ୍କ ଟାର୍ଗେଟ୍‌ ।

author-image
Manoj Swain

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ବୋର୍ଡ ସଭାପତିଙ୍କ ଅଜବ ଉତ୍ତର। ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଗଣମାଧ୍ୟମକୁ ବୋର୍ଡ ସଭାପତିଙ୍କ ଟାର୍ଗେଟ୍‌ । ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରିଥିବା କଲେ ଅଭିଯୋଗ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Cuttack Matric Exam