ଆଲିଗଡ ମୁସଲିମ ୟୁନିଭର୍ସିଟିରେ ପ୍ରଥମ ଥର ଜଣେ ମହିଳା ହେଲେ କୁଳପତି

ୟୁନିଭର୍ସିଟିର ୧୨୩ ବର୍ଷର ଯାତ୍ରା ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା କୁଳପତି ହୋଇଛନ୍ତି।

Naima Khatoon

ନଇମା ଖାତୁନ

Debibandita Barick
  • Published: Tuesday, 23 April 2024
  • Updated: 23 April 2024, 12:50 PM IST

Sports

Latest News

ପ୍ରଥମ କରି ଜଣେ ମହିଳା ଆଲିଗଡ ମୁସଲିମ ୟୁନିଭର୍ସିଟିର (AMU)ର କୁଳପତି ହୋଇଛନ୍ତି। ୟୁନିଭର୍ସିଟିର ୧୨୩ ବର୍ଷର ଯାତ୍ରା ମଧ୍ୟରେ ଏହା ପ୍ରଥମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମତି କ୍ରମେ ପ୍ରଫେସର ନଇମା ଖାତୁନ ବିଧିବଦ୍ଧ ଭାବେ AMU କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନଇମାଙ୍କ ନିଯୁକ୍ତି ସହ AMU ମହିଳା କୁଳପତି ଥିବା ତୃତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ବର୍ତ୍ତମାନ ଶାନ୍ତିଶ୍ରୀ ଧୁଲିପୁଦି ପଣ୍ଡିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ନଜମା ଅଖତର ଜାମିଆ ମିଲିଆ ଇସଲାମିଆର କୁଳପତି ଥିଲେ। ୨୦୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

Also Read

ନଇମା ଖତୁନଙ୍କ ବିଷୟରେ କିଛି ତଥ୍ୟ:
ନଇମା ଖାତୁନ ଅଗଷ୍ଟ ୧୯୮୮ରେ AMUରେ ଅଧ୍ୟାପକ ଭାବରେ ବୃତ୍ତିଗତ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ଏପ୍ରିଲ୍ 1998ରେ ଆସୋସିଏଟ୍ ପ୍ରଫେସର ହୋଇଥିଲେ ଏବଂ ଶେଷରେ ଜୁଲାଇ ୨୦୦୬ରେ ପ୍ରଫେସର ଭାବେ କାର୍ଯ୍ୟ କରିଆସୁଥିଲେ। 

ନଇମା ମଧ୍ୟ ଆଫ୍ରିକାର ରୁୱାଣ୍ଡାର ନ୍ୟାସନାଲ୍ ୟୁନିଭରସିଟିରେ ଗୋଟିଏ ବର୍ଷ ପାଇଁ ଶିକ୍ଷାଦାନ କରିଥିଲେ। ପଲିଟିକାଲ ସାଇକୋଲୋଜିରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ନଇମା। ସେ ସେଣ୍ଟର ଫର ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟି, ଦିଲ୍ଲୀ ଏବଂ ଏମୟୁରେ ଡକ୍ଟରାଲ୍ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଲୁଇସଭିଲ୍ ବିଶ୍ୱବିଦ୍ୟାଳୟ (USA), ଅଲବା ଇଉଲିଆ ବିଶ୍ୱବିଦ୍ୟାଳୟ (Romania), ଚୁଲାଲୋଙ୍ଗକର୍ନ ବିଶ୍ୱବିଦ୍ୟାଳୟ ((Bangkok) ଏବଂ ଉଭୟ ଇସ୍ତାନବୁଲ (Turkey) ଏବଂ ବୋଷ୍ଟନ୍ (USA)ରେ ଥିବା ହୋଲିଙ୍ଗ୍ ସେଣ୍ଟରରେ ତାଙ୍କର ଅନୁସନ୍ଧାନ ଫଳାଫଳ ଉପସ୍ଥାପନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story