‘ଖରାପ ଲାଗୁଛି, ପାଠପଢ଼ିକି ଆଳୁ ବିକୁଛି’

ପିିଜି, ଏମଫିଲ, ପିଏଚଡି, ଡିଗ୍ରୀ ଥାଇ ଚାକିରି ଖଣ୍ଡେ ପାଇଁ ରାସ୍ତା କଡରେ ବସି ଆଳୁ ବିକୁଛନ୍ତି ଜଣେ ଯୁବତୀ ।

Manoj Swain
  • Published: Monday, 11 March 2024
  • Updated: 11 March 2024, 01:05 PM IST

Sports

Latest News

ପିିଜି, ଏମଫିଲ, ପିଏଚଡି, ଡିଗ୍ରୀ ଥାଇ ଚାକିରି ଖଣ୍ଡେ ପାଇଁ ରାସ୍ତା କଡରେ ବସି ଆଳୁ ବିକୁଛନ୍ତି ଜଣେ ଯୁବତୀ । ଖାଲି ସେତିକି ନୁହେଁ ଅନେକ ଶିକ୍ଷାନୁଷ୍ଠାନରେ ପ୍ରିନିସିପାଲ ଭାବେ ଏବଂ ଭିଜିଟିଂ ପ୍ରଫେସର ଭାବେ ଶିକ୍ଷାଦାନ କରିଛନ୍ତି। ଅନେକ ପବ୍ଲିକେସନ ବାହାରିଛି। ଓଡିଶା ହାଇକୋର୍ଟ ମଧ୍ୟ ଚାକିରି ପାଇଁ ଯୋଗ୍ୟତା ଥିବା କହି ଚାକିରି ଦେବାକୁ ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି ପ୍ରତିବାଦରେ ବସିଥିବା ଯୁବତୀ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos