Advertisment

‘ଖରାପ ଲାଗୁଛି, ପାଠପଢ଼ିକି ଆଳୁ ବିକୁଛି’

ପିିଜି, ଏମଫିଲ, ପିଏଚଡି, ଡିଗ୍ରୀ ଥାଇ ଚାକିରି ଖଣ୍ଡେ ପାଇଁ ରାସ୍ତା କଡରେ ବସି ଆଳୁ ବିକୁଛନ୍ତି ଜଣେ ଯୁବତୀ ।

Advertisment

ପିିଜି, ଏମଫିଲ, ପିଏଚଡି, ଡିଗ୍ରୀ ଥାଇ ଚାକିରି ଖଣ୍ଡେ ପାଇଁ ରାସ୍ତା କଡରେ ବସି ଆଳୁ ବିକୁଛନ୍ତି ଜଣେ ଯୁବତୀ । ଖାଲି ସେତିକି ନୁହେଁ ଅନେକ ଶିକ୍ଷାନୁଷ୍ଠାନରେ ପ୍ରିନିସିପାଲ ଭାବେ ଏବଂ ଭିଜିଟିଂ ପ୍ରଫେସର ଭାବେ ଶିକ୍ଷାଦାନ କରିଛନ୍ତି। ଅନେକ ପବ୍ଲିକେସନ ବାହାରିଛି। ଓଡିଶା ହାଇକୋର୍ଟ ମଧ୍ୟ ଚାକିରି ପାଇଁ ଯୋଗ୍ୟତା ଥିବା କହି ଚାକିରି ଦେବାକୁ ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି ପ୍ରତିବାଦରେ ବସିଥିବା ଯୁବତୀ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe