VSSUT
Advertisment
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) କ୍ୟାମ୍ପସ ପରିସରରେ ଯାନବାହନ ଚଳାଚଳକୁ ମନା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲଗାଇଛନ୍ତି ଏହି କଟକଣା। ଉଭୟ ଦୁଇ ଓ ଚାରି ଚକିଆ ଗାଡ଼ି ଚଳାଚଳ ଉପରେ ଲଗାଯାଇଛି କଟକଣା।
Advertisment
VSSUT ହଷ୍ଟେଲ୍ ପରିସରରେ ବି ଏହି ନିୟମ ଲାଗୁ ହୋଇଛି। କୌଣସି ଅନ୍ତେବାସୀ ନା ଗାଡ଼ି ରଖିପାରିବେ ନା ତା’ ଭିତରେ ଚଲେଇପାରିବେ।
ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି। ନିୟମ ଉଲ୍ଳଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି VSSUT କୁଳପତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/VSSUT_1689177333.jpg)