ପ୍ରଥମେ ଜିନ୍ଦାବାଦ ପରେ ମୁର୍ଦ୍ଦାବାଦ

ସରକାରଙ୍କ ସାମ୍ସ (SAMS) ପୋର୍ଟାଲରେ ନୂଆ-ଓ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କଲେ ତାହା କାମ କରୁନି।

Manoj Swain
  • Published: Sunday, 18 February 2024
  • Updated: 18 February 2024, 01:51 PM IST

Sports

Latest News

ଛାତ୍ରଛାତ୍ରୀଙ୍କୁ ନୂଆ- ଓ ବୃତ୍ତି ମିଳିବ ବୋଲି ସରକାରୀ କାର୍ଯ୍ୟକ୍ରମରେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଘୋଷଣା କରିବା ପରେ ଅସନ୍ତୋଷ ପ୍ରକାଶ କଲେ ଛାତ୍ରଛାତ୍ରୀ। ଶହଶହ ଛାତ୍ରଛାତ୍ରୀ ନୂଆ- ଓ ବୃତ୍ତିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିବା ସହ ପାଣ୍ଡିଆନଙ୍କ ନାଁରେ ମୁର୍ଦ୍ଦାବାଦ ପକାଇଥିଲେ। ସରକାରଙ୍କ ସାମ୍ସ (SAMS) ପୋର୍ଟାଲରେ ନୂଆ-ଓ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କଲେ ତାହା କାମ କରୁନି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos