Advertisment

ପ୍ରଥମେ ଜିନ୍ଦାବାଦ ପରେ ମୁର୍ଦ୍ଦାବାଦ

ସରକାରଙ୍କ ସାମ୍ସ (SAMS) ପୋର୍ଟାଲରେ ନୂଆ-ଓ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କଲେ ତାହା କାମ କରୁନି।

Advertisment

ଛାତ୍ରଛାତ୍ରୀଙ୍କୁ ନୂଆ- ଓ ବୃତ୍ତି ମିଳିବ ବୋଲି ସରକାରୀ କାର୍ଯ୍ୟକ୍ରମରେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଘୋଷଣା କରିବା ପରେ ଅସନ୍ତୋଷ ପ୍ରକାଶ କଲେ ଛାତ୍ରଛାତ୍ରୀ। ଶହଶହ ଛାତ୍ରଛାତ୍ରୀ ନୂଆ- ଓ ବୃତ୍ତିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିବା ସହ ପାଣ୍ଡିଆନଙ୍କ ନାଁରେ ମୁର୍ଦ୍ଦାବାଦ ପକାଇଥିଲେ। ସରକାରଙ୍କ ସାମ୍ସ (SAMS) ପୋର୍ଟାଲରେ ନୂଆ-ଓ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କଲେ ତାହା କାମ କରୁନି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe