Advertisment

କଣ ଏ ନର୍ମାଲାଇଜ୍ ମାର୍କ ?

୨୦ ହଜାର ପଦବୀ ପାଇଁ ନିଯୁକ୍ତି ବାହାର କରି ବିଭିନ୍ନ ବାହାନାରେ ପଦବୀ ସଂଖ୍ୟା କମାଇ ଦେବାକୁ ବଡ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।

author-image
Manoj Swain

ତୁଟୁନି କନିଷ୍ଠ ଶିକ୍ଷକ ନିଯୁକ୍ତି ବିବାଦ। ୨୦ ହଜାର ପଦବୀ ପାଇଁ ନିଯୁକ୍ତି ବାହାର କରି ବିଭିନ୍ନ ବାହାନାରେ ପଦବୀ ସଂଖ୍ୟା କମାଇ ଦେବାକୁ ବଡ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଯଦିଓ କମ୍ୟୁଟର ଦ୍ବାରା ସ୍ବଚ୍ଛ ଭାବେ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଓସେପା କହୁଛି। କିନ୍ତୁ କମ୍ପ୍ୟୁଟର ବେସ ସିଲେକସନ୍‌ରେ ହିଁ ବଡ ତ୍ରୁଟି ଦେଖିବାକୁ ମିଳିଛି। ଦେଖନ୍ତୁ ପୂରା ରିପୋର୍ଟ।

Advertisment
Odisha Odisha Teacher