Advertisment

ଶିକ୍ଷକ ଭାଇଙ୍କ ସମର୍ଥନରେ ବାହାରିଲେ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ !

୪ ଦଫା ଦାବି ନେଇ ଦୀର୍ଘ ୮ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ।

author-image
Manoj Swain

ଶିକ୍ଷକଙ୍କ ପାଟିରେ ଗଣଶିକ୍ଷା ମନ୍ତ୍ରୀ ହାଏ ହାଏ । ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ କରୁଛନ୍ତି କଡା ଭାଷାରେ ସମାଲୋଚନା। ହେଲେ ଖୋଦ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଶିକ୍ଷୟିତ୍ରୀ ପତ୍ନୀ ପଡିଛନ୍ତି ଅଡୁଆରେ। ଶିକ୍ଷକ ସଂଘ ସହିତ ରହିବେ ନା ସ୍ୱାମୀଙ୍କୁ ସମର୍ଥନ କରିବେ।

Advertisment
Odisha Teachers' Strike