ରାଜ୍ୟର ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ A++ ମାନ୍ୟତା ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟ। ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଏକାଥରକେ ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ବଦଳି: ପ୍ରଭାବିତ ହେବ ବରିଷ୍ଠତା, ଗୋଟିଏ ଜିଲ୍ଲାରେ ରହିବେ ପତିପତ୍ନୀ
ରାଜ୍ୟସ୍ତରୀୟ ବଦଳି କମିଟିର ସୁପାରିଶ ଆଧାରରେ ବିଭିନ୍ନ ଜିଲ୍ଲାରେ ପ୍ରଧାନଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ, କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ(ସ୍କିମେଟିକ୍) ବର୍ଗର ୬୬୦ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି ।
Education
ପ୍ରଫେସନାଲ ଏମବିବିଏସ୍ ରେଜଲ୍ଟ ପ୍ରକାଶିତ: ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର
୨୦୨୩-୨୪ ଶିକ୍ଷାବର୍ଷରେ ଏହି ପରୀକ୍ଷାରେ ଭବାନୀପାଟଣାର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର ହୋଇଛନ୍ତି ।
Education
ଆଜି ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ନେଇ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
Education
ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ
ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ।
Education
ଘରୋଇ କଲେଜରେ ମେଡିକାଲ ପାଠ ପଢ଼ିବାକୁ ଦରକାର କେତେ ଟଙ୍କା? ଶୁଣିଲେ ହେବେ ଆଶ୍ଚର୍ଯ୍ୟ
୨୦୨୩-୨୪ରେ ୨୦ ଲକ୍ଷରୁ ଅଧିକ ପିଲା ନିଟ-ୟୁଜି ପରୀକ୍ଷା ଦେଇଥିବାବେଳେ ୧.୭ ଲକ୍ଷ ମେଡିକାଲ ଆଶାୟୀ ନିଟ-ପିଜି ପାଇଁ ପଞ୍ଜୀକରଣ କରିଥିଲେ।