Advertisment

୬୪ ପ୍ରତିଶତ ପିଲାଙ୍କୁ ଗଣିତ ଜଣାନାହିଁ

ସମ୍ବଲପୁର ଜିଲ୍ଲାର ୧୪ରୁ ୧୮ ବର୍ଷ ବୟସର ପିଲାଙ୍କ ଭିତରୁ ପ୍ରାୟ ୬୪.୧ ପ୍ରତିଶତ ପିଲା ହରଣ କଣ ଜାଣି ନାହାନ୍ତି। ଏମିତିକି ୪୬ ପ୍ରତିଶତ ପିଲା ଠିକରେ ବାକ୍ୟ ମଧ୍ୟ ପଢ଼ି ପାରୁନାହାନ୍ତି।

author-image
Manoj Swain

ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ୍‌ ତିଆରି କରିଛନ୍ତି। ନୂତନ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି। ଏହା ସତ୍ତ୍ୱେ ସମ୍ୱଲପୁର ଜିଲ୍ଲାର ପିଲାମାନେ ଅଙ୍କରେ ଦୁର୍ବଳ। ୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଥିବା ଆନୁଆଲ ଷ୍ଟାଟସ୍ ଅଫ୍ ଏଜୁକେଶନ୍ ରିପୋର୍ଟ(ଅସର)ରୁ ଆସିଛି ଏପରି ସାଙ୍ଘାତିକ ତଥ୍ୟ। ଯାହାକୁ ନେଇ ଶିକ୍ଷାବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ରିପୋଷ୍ଟ ଅନୁସାରେ ସମ୍ବଲପୁର ଜିଲ୍ଲାର ୧୪ରୁ ୧୮ ବର୍ଷ ବୟସର ପିଲାଙ୍କ ଭିତରୁ ପ୍ରାୟ ୬୪.୧ ପ୍ରତିଶତ ପିଲା ହରଣ କଣ ଜାଣି ନାହାନ୍ତି। ଏମିତିକି ୪୬ ପ୍ରତିଶତ ପିଲା ଠିକରେ ବାକ୍ୟ ମଧ୍ୟ ପଢ଼ି ପାରୁନାହାନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Sambalpur