Advertisment

ପ୍ରକାଶ ପାଇଲା OSSTET ରେଜଲ୍ଟ

ଆଜି ପ୍ରକାଶ ପାଇଛି OSSTET ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହୋଇଛି।

ଅଦ୍ୟତନ ହୋଇଛି
Result

Result

Advertisment

ଆଜି ପ୍ରକାଶ ପାଇଲା OSSTET (ODISHA SECONDARY SCHOOL TEACHER ELIGIBILITY TEST) ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ।

Advertisment

କିପରି କରିବେ ଡାଉନଲୋଡ

ପ୍ରଥମେ OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ।

ସେଥିରେ ନିଜ ଇ-ମେଲ୍‌ ଆଡ୍ରେସ ଓ ପାସ୍‌ୱାର୍ଡ ଦିଅନ୍ତୁ ।

ଏହାପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରନ୍ତୁ ।

ଏହାପରେ  ‘OSSTET Result 2024’ ଉପରେ କ୍ଲିକ କରନ୍ତୁ

ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖାଯିବ ।

ଏହାକୁ ଆପଣ ଡାଉନଲୋଡ କରି ପାରନ୍ତି।

Odisha Board Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe