Advertisment

‘ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଓଡ଼ିଆ ଝିଅଙ୍କ ପ୍ରଶ୍ନ

ପରୀକ୍ଷା ହଲ୍‌ରେ କିପରି ଚାପ ମୁକ୍ତ ରହିବୁ ପଚାରିଲେ ବାଙ୍କୀର ରାଜଲକ୍ଷ୍ମୀ ଆଚାର୍ଯ୍ୟ।

author-image
Manoj Swain

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମୋଦିଙ୍କ ସମ୍ବୋଧନ। ପରୀକ୍ଷା ଚାପ ମୁକାବିଲା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଉଛନ୍ତି ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଆ ଝିଅଙ୍କ ପ୍ରଶ୍ନ। ପରୀକ୍ଷା ହଲ୍‌ରେ କିପରି ଚାପ ମୁକ୍ତ ରହିବୁ ପଚାରିଲେ ବାଙ୍କୀର ରାଜଲକ୍ଷ୍ମୀ ଆଚାର୍ଯ୍ୟ। ପରୀକ୍ଷା ହଲରେ ପ୍ରବେଶ ପରେ ନିଜ ଭିତରେ ହଜିଯାଆନ୍ତୁ କହିଲେ ମୋଦି। ପରୀକ୍ଷା ଆରମ୍ଭ ପୂର୍ବରୁ ପାଖରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହୁଅନ୍ତୁ।

Advertisment
Narendra Modi Pariksha Pe Charcha