ଇଂଜିନିୟରିଂ କଲେଜରେ ନାହାନ୍ତି ଅଧା ଅଧ୍ୟାପକ! | Odisha Reporter
ଗୋଟିଏ ରାଜ୍ୟର ଉନ୍ନତିରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ପ୍ରସଙ୍ଗରେ ବୁଝାମଣା କରାଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ମାତ୍ର ଏବେ ରାଜ୍ୟର ସରକାରୀ ଇଂଜିନିୟରିଂ କଲେଜ ସହ ଇଂଜିନିୟରିଂ ସ୍କୁଲ, ଆଇଟିଆଇଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ଦେଖିଲେ ଏଦିଗରେ ଯେ ସରକାର ଚୁପ୍ ହୋଇ ବସିଛନ୍ତି ତାହା ଜଣାପଡ଼ିଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
