ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଭଡ଼ାରେ ଚାଲିଛି ସ୍କୁଲ

ଶିକ୍ଷାର ମୂଳଦୁଆ ଯେତେ ସଶକ୍ତ ହେବ, ରାଜ୍ୟର ଭବିଷ୍ୟତ ସେତେ ଶକ୍ତ ହେବ । ସେଥିପାଇଁ ବୋଧେ ରାଜ୍ୟ ସରକାର 5T ଉପକ୍ରମରେ ସମଗ୍ର ରାଜ୍ୟରେ ସ୍କୁଲର ରୂପାନ୍ତରୀକରଣ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ।

Manoj Swain
  • Published: Tuesday, 22 August 2023
  • Updated: 22 August 2023, 08:12 PM IST

Sports

Latest News

ଶିକ୍ଷାର ମୂଳଦୁଆ ଯେତେ ସଶକ୍ତ ହେବ, ରାଜ୍ୟର ଭବିଷ୍ୟତ ସେତେ ଶକ୍ତ ହେବ । ସେଥିପାଇଁ ବୋଧେ ରାଜ୍ୟ ସରକାର 5T ଉପକ୍ରମରେ ସମଗ୍ର ରାଜ୍ୟରେ ସ୍କୁଲର ରୂପାନ୍ତରୀକରଣ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ଏଇଠାରୁ ଲଗାତାର ଜିତିବା ଫଳରେ ମୁଖ୍ୟମନ୍ତ୍ରୀ ଆସନରେ ଅଭିସିକ୍ତ ନବୀନ ପଟ୍ଟନାୟକ । ଆଉ ଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଶିକ୍ଷା ରୂପାନ୍ତରୀକରଣ । ଏଠି ମାଗିଯାଚି ଚାଲିଛି ସ୍କୁଲ । କେଉଁଠି କୋଠଘରେ ତ, ଆଉ କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ ପାଠ ପଢୁଛନ୍ତି କାଲିର ଭବିଷ୍ୟତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos