ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଭଡ଼ାରେ ଚାଲିଛି ସ୍କୁଲ | Odisha Reporter
Advertisment
ଶିକ୍ଷାର ମୂଳଦୁଆ ଯେତେ ସଶକ୍ତ ହେବ, ରାଜ୍ୟର ଭବିଷ୍ୟତ ସେତେ ଶକ୍ତ ହେବ । ସେଥିପାଇଁ ବୋଧେ ରାଜ୍ୟ ସରକାର 5T ଉପକ୍ରମରେ ସମଗ୍ର ରାଜ୍ୟରେ ସ୍କୁଲର ରୂପାନ୍ତରୀକରଣ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ଏଇଠାରୁ ଲଗାତାର ଜିତିବା ଫଳରେ ମୁଖ୍ୟମନ୍ତ୍ରୀ ଆସନରେ ଅଭିସିକ୍ତ ନବୀନ ପଟ୍ଟନାୟକ । ଆଉ ଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଶିକ୍ଷା ରୂପାନ୍ତରୀକରଣ । ଏଠି ମାଗିଯାଚି ଚାଲିଛି ସ୍କୁଲ । କେଉଁଠି କୋଠଘରେ ତ, ଆଉ କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ ପାଠ ପଢୁଛନ୍ତି କାଲିର ଭବିଷ୍ୟତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us