ପ୍ରଫେସନାଲ ଏମବିବିଏସ୍ ରେଜଲ୍ଟ ପ୍ରକାଶିତ: ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର

୨୦୨୩-୨୪ ଶିକ୍ଷାବର୍ଷରେ ଏହି ପରୀକ୍ଷାରେ ଭବାନୀପାଟଣାର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର ହୋଇଛନ୍ତି ।

Doctor

Representational Image

Jitendra Garnayak
  • Published: Tuesday, 01 October 2024
  • Updated: 01 October 2024, 10:49 PM IST

Sports

Latest News

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ପ୍ରଫେସନାଲ ଏମବିବିଏସ୍ ବାର୍ଷିକ ପରୀକ୍ଷା ଆଜି ପ୍ରକାଶ ପାଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ଏହି ପରୀକ୍ଷାରେ ଭବାନୀପାଟଣାର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଶୁଭଲକ୍ଷ୍ମୀ ପାଢ଼ୀ ଟପ୍ପର ହୋଇଛନ୍ତି । ପରୀକ୍ଷାର ମାତ୍ର ୧୦ଦିନ ମଧ୍ୟରେ ଫଳ ପ୍ରକାଶ କରିଥିବାରୁ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଶଂସା କରିଛନ୍ତି ।

ଆଜି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହି ପରୀକ୍ଷା ଫଳ ପ୍ରକାଶ କରିଥିଲେ । ଏହି ପ୍ରଥମ ପ୍ରଫେସନାଲ ଏମବିବିଏସ୍ ପରୀକ୍ଷାରେ ମୋଟ ପଞ୍ଜିକୃତ ୧୫୯୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୪୪୨ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ବାକି ୧୪୪ଜଣ ଫେଲ୍ ହୋଇଛନ୍ତି । ପରୀକ୍ଷା ପାସ୍ ହାର ୯୦.୯୨ ପ୍ରତିଶତ ରହିଛି । ଭବାନୀପାଟଣା ରେଣ୍ଡୋ ମାଝୀ ମେଡିକାଲ କଲେଜର ଛାତ୍ରୀ ଶୁଭଲକ୍ଷ୍ମୀ ପାଢ଼ୀ ମୋଟ ୯୦୦ ମାର୍କରୁ ୭୨୬ ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି ପ୍ରତୀକ୍ଷା ପାଲ, ଶୁଭଲକ୍ଷ୍ମୀ ପାଢ଼ୀ ଓ ହିରଣ୍ମୟୀ ପଦ୍ମଜା ତ୍ରିପାଠୀ ଯଥାକ୍ରମେ ଆନାଟୋମି, ଫିଜିଓଲୋଜି ଓ ବାୟୋକେମେଷ୍ଟ୍ରି ବିଷୟରେ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି ।

ଏହି ପରୀକ୍ଷା ଫଳ ପ୍ରକାଶନ ଉତ୍ସବରେ କୁଳପତି ଡାକ୍ତର ମାନସ ରଞ୍ଜନ ସାହୁଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ଓ  ଅନ୍ୟମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story