କପି ପାଇଁ ଜେରକ୍ସ ଦୋକାନରେ ଠେଲାପେଲା ! || Cheating Suspected In 10th Exam At Keonjhar || Odisha Reporter
Advertisment
ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା। ସବୁଆଡ଼େ ସ୍ୱଚ୍ଛତାର ସହ ପରୀକ୍ଷା ହେଉଛି ବୋଲି ଦାବି କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତାଙ୍କର ଏହି କଥାରେ କେତେ ସତ୍ୟତା ରହିଛି ତାହା ଏହି ଦୃଶ୍ୟ ହିଁ କହି ଦେଉଛି। ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର। ଏହି ଅଞ୍ଚଳରେ ପରୀକ୍ଷା କେନ୍ଦ୍ର ଗୁଡ଼ିକ ନିକଟରେ ଥିବା ଜେରକ୍ସ ବା ଫଟୋକପି ଦେକାନରେ ପରୀକ୍ଷା ଦିନ ଜମୁଛି ଏହିଭଳି ସ୍କୁଲ ପିଲାଙ୍କ ଭିଡ଼।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us