Advertisment

ଭୀମଭୋଇ ମେଡିକାଲ କଲେଜ ଏବଂ ହସପିଟାଲରେ ଅବ୍ୟବସ୍ଥା

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଏବଂ ହସପିଟାଲରେ ଅବ୍ୟବସ୍ଥା। ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

author-image
Manoj Swain
ଅଦ୍ୟତନ ହୋଇଛି

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଏବଂ ହସପିଟାଲରେ ଅବ୍ୟବସ୍ଥା । ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 'କଲେଜ ସଂର୍ପକରେ ଜାଣି ବିହାରରୁ ବଲାଙ୍ଗିର ଆସିଥିଲି ଡାକ୍ତରୀ ପାଠ ପଢିବା ପାଇଁ । ହେଲେ ବାହାରର ଚାକଚକ୍ୟ ଠିକଠାକ୍ ଦେଖାଯାଉଥିଲେ ବି, ଏଠି କିଛି ଠିକ୍ ନାହିଁ ।'

Advertisment
Odisha Balangir