‘ଆମ ସ୍କୁଲ ଛାଡ଼ିବୁନି’ | Odisha Reporter
ୟୁନିଟ -୯ ସରକାରୀ ବାଳିକା ବିଦ୍ୟାଳୟକୁ ତାଲା ପକାଇଲେ ଛାତ୍ରୀ ଓ ଅଭିଭାବକ। ସ୍କୁଲକୁ ବନ୍ଦ କରି ନିକଟସ୍ଥ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ତୀବ୍ର ବିରୋଧ କରି ଛାତ୍ରୀ ଓ ଅଭିଭାବକ ଶ୍ରେଣୀ ବର୍ଜନ କରି ଆନ୍ଦୋଳନରେ ବସିଛନ୍ତି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏଇ ସ୍କୁଲରେ ପାଖାପାଖି ୫୦୦ ଛାତ୍ରୀ ଏଠାରେ ପଢୁଛନ୍ତିି। ତେବେ କାହିଁକି ସ୍କୁଲ ବନ୍ଦ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
