Advertisment

‘ଆମ ସ୍କୁଲ ଛାଡ଼ିବୁନି’

୧୯୬୭ ମସିହାରେ ପ୍ରତିଷ୍ଠିତ ଏଇ ସ୍କୁଲରେ ପାଖାପାଖି ୫୦୦ ଛାତ୍ରୀ ଏଠାରେ ପଢୁଛନ୍ତିି। ତେବେ କାହିଁକି ସ୍କୁଲ ବନ୍ଦ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।

Advertisment

ୟୁନିଟ -୯ ସରକାରୀ ବାଳିକା ବିଦ୍ୟାଳୟକୁ ତାଲା ପକାଇଲେ ଛାତ୍ରୀ ଓ ଅଭିଭାବକ। ସ୍କୁଲକୁ ବନ୍ଦ କରି ନିକଟସ୍ଥ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ତୀବ୍ର ବିରୋଧ କରି ଛାତ୍ରୀ ଓ ଅଭିଭାବକ ଶ୍ରେଣୀ ବର୍ଜନ କରି ଆନ୍ଦୋଳନରେ ବସିଛନ୍ତି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏଇ ସ୍କୁଲରେ ପାଖାପାଖି ୫୦୦ ଛାତ୍ରୀ ଏଠାରେ ପଢୁଛନ୍ତିି। ତେବେ କାହିଁକି ସ୍କୁଲ ବନ୍ଦ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।

Advertisment
Odisha Bhubaneswar School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe