Advertisment

ପରୀକ୍ଷା ଖାତାରେ ଛାତ୍ରଙ୍କ ପ୍ରତିବାଦ

ଯାଜପୁର: ପରୀକ୍ଷା ଖାତାରେ ଛାତ୍ରଙ୍କ ପ୍ରତିବାଦ। ପରୀକ୍ଷା ଖାତାରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଛାତ୍ର। ବିଦ୍ୟାଳୟରେ ଶିକ୍ଷକ ଅଭାବର ପ୍ରତିବାଦ ଜଣାଇଲେ ନବମ ଶ୍ରେଣୀର ଛାତ୍ର।

Advertisment

ଯାଜପୁର: ପରୀକ୍ଷା ଖାତାରେ ଛାତ୍ରଙ୍କ ପ୍ରତିବାଦ। ପରୀକ୍ଷା ଖାତାରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଛାତ୍ର। ବିଦ୍ୟାଳୟରେ ଶିକ୍ଷକ ଅଭାବର ପ୍ରତିବାଦ ଜଣାଇଲେ ନବମ ଶ୍ରେଣୀର ଛାତ୍ର। ଖାତାରେ ଉତ୍ତର ନଲେଖି, ଅବ୍ୟବସ୍ଥା ବିରୋଧରେ ଖୋଲାଖୋଲି ଲେଖି ଜଣାଇଛନ୍ତି ଛାତ୍ର ଜଣକ। ତେବେ ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

Advertisment
Jajpur Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe