ମାଷ୍ଟର ନାହାନ୍ତି, କେମିତି ହେବ ପାଠପଢ଼ା ? SOCIAL DEBATE | Students Voice On Lectures Shortage In Odisha|
କଟକର ମଧୁସୂଦନ ଲ ୟୁନିଭର୍ସିଟି। ଯେଉଁଠି ଜଣେ ହେଲେ ଅଧ୍ୟାପକ ନାହାନ୍ତି । ୫୦ରୁ ୫୦ ଟିଚିଂ ପୋଷ୍ଟ ଖାଲି। ଗେଷ୍ଟ ଫାକଲ୍ଟିରେ ଚାଲିଛି ବିଶ୍ୱବିଦ୍ୟାଳୟ। କେବଳ ଏଇ ଗୋଟିଏ କଲେଜ୍ ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ଏମିତି ସମାନ ସ୍ଥିତି । ସରକାରୀ ତଥ୍ୟ କହୁଛି, ରାଜ୍ୟରେ 60 ପ୍ରତିଶତ ଶିକ୍ଷକ ଏବଂ 67 ପ୍ରତିଶତ ଅଣଶିକ୍ଷକ ନାହାନ୍ତି । ଯାହାଫଳରେ ଗୁଣାତ୍ମକ ଶିକ୍ଷା ମିଳୁନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଦେଖନ୍ତୁ, ଓଡ଼ିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE)ରେ ଆଲୋଚନା ‘ମାଷ୍ଟର ନାହାନ୍ତି, କେମିତି ହେବ ପାଠପଢ଼ା’ ?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us