Advertisment

ବିଦ୍ୟାଳୟ ଆସିଲା ବେଳେ ସାର୍ ଟିକେ ହାଲକେଇ କି ନେଇଛନ୍ତି !

ପ୍ରଧାନ ସାରଙ୍କର ମନ ହେଲା! ସେଥିପାଇଁ ବିଦ୍ୟାଳୟ ଆସିଲା ବେଳେ ଟିକେ ହାଲ୍‌କେଇ ଟେକିଦେଇ ଆସିଥିଲେ !

author-image
Manoj Swain
ଅଦ୍ୟତନ ହୋଇଛି

ପ୍ରଧାନ ସାରଙ୍କର ମନ ହେଲା! ସେଥିପାଇଁ ବିଦ୍ୟାଳୟ ଆସିଲା ବେଳେ ଟିକେ ହାଲ୍‌କେଇ ଟେକିଦେଇ ଆସିଥିଲେ! ହେଲେ ବିଦ୍ୟାଳୟରେ ପହଞ୍ଚିଲା ବେଳେକୁ ସାରଙ୍କ ମୁଣ୍ଡକୁ ଉଠି ଯାଇଥିଲା ନିଶା। କଷ୍ଟେମଷ୍ଟେ ଗେଟ୍‌ ଖୋଲି ବିଦ୍ୟାଳୟ କ୍ୟାମ୍ପସରେ ପଶିଲେ। ଆଉ ଶ୍ରେଣୀ ଗୃହ ସମ୍ମୁଖରେ ତଳେ ପଡ଼ି ବାଉଳି ଚାଉଳି ହେଉଥିଲେ। ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରୁ।

Advertisment
Odisha Keonjhar Odisha Teacher