ଅଦ୍ୟତନ ହୋଇଛି
ସାର୍ ଟିକେ ହାଲକେଇ କି ନେଇଛନ୍ତି..! | Odisha Reporter
Advertisment
ପ୍ରଧାନ ସାରଙ୍କର ମନ ହେଲା! ସେଥିପାଇଁ ବିଦ୍ୟାଳୟ ଆସିଲା ବେଳେ ଟିକେ ହାଲ୍କେଇ ଟେକିଦେଇ ଆସିଥିଲେ! ହେଲେ ବିଦ୍ୟାଳୟରେ ପହଞ୍ଚିଲା ବେଳେକୁ ସାରଙ୍କ ମୁଣ୍ଡକୁ ଉଠି ଯାଇଥିଲା ନିଶା। କଷ୍ଟେମଷ୍ଟେ ଗେଟ୍ ଖୋଲି ବିଦ୍ୟାଳୟ କ୍ୟାମ୍ପସରେ ପଶିଲେ। ଆଉ ଶ୍ରେଣୀ ଗୃହ ସମ୍ମୁଖରେ ତଳେ ପଡ଼ି ବାଉଳି ଚାଉଳି ହେଉଥିଲେ। ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us