Advertisment

ରକ୍ତ ପିଇଲା 5T ସ୍କୁଲ୍ !

ସ୍କୁଲ ଛାତରୁ ଖସିଲା ସିଲିଂ। ରକ୍ତାକ୍ତ ହେଲେ ଶିକ୍ଷୟିତ୍ରୀ ଓ ଦୁଇ ଶିକ୍ଷକ। 5Tର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ। ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।

author-image
Manoj Swain

୨୦୨୧ ମସିହା ନଭେମ୍ବର ୨୦ ତାରିଖରେ ଏହି ସ୍କୁଲର ଭର୍ଚୁଆଲ୍ ମାଧ୍ୟମରେ ଫିତା କାଟିଥିଲେ ମୁଖ୍ୟମନ୍ତ୍ରୀ । 5T ରୂପାନ୍ତରୀକରଣରେ ସାମିଲ ହୋଇଥିଲା ଉକ୍ତ ବିଦ୍ୟାଳୟ । ସେତେବେଳେ ଉଦଘାଟନ ପରେ କାନ୍ଥରେ ସିମେଣ୍ଟ ନେଶା ହେଉଥିବା ଖବର ଆମେ ଦେଖାଇଥିଲୁ । ଆଉ ଆଜି ତାହାର ଫଳ ଆପଣଙ୍କ ସାମ୍ନାରେ ।

Advertisment
5T Odisha