ରକ୍ତ ପିଇଲା 5T ସ୍କୁଲ୍ !

  • Published: Thursday, 20 July 2023
  • , Updated: 20 July 2023, 04:14 PM IST

୨୦୨୧ ମସିହା ନଭେମ୍ବର ୨୦ ତାରିଖରେ ଏହି ସ୍କୁଲର ଭର୍ଚୁଆଲ୍ ମାଧ୍ୟମରେ ଫିତା କାଟିଥିଲେ ମୁଖ୍ୟମନ୍ତ୍ରୀ । 5T ରୂପାନ୍ତରୀକରଣରେ ସାମିଲ ହୋଇଥିଲା ଉକ୍ତ ବିଦ୍ୟାଳୟ । ସେତେବେଳେ ଉଦଘାଟନ ପରେ କାନ୍ଥରେ ସିମେଣ୍ଟ ନେଶା ହେଉଥିବା ଖବର ଆମେ ଦେଖାଇଥିଲୁ । ଆଉ ଆଜି ତାହାର ଫଳ ଆପଣଙ୍କ ସାମ୍ନାରେ ।

Related story