Advertisment

ସାରଙ୍କ ପାଠ ପଢ଼ା ଦେଖି ରହିପାରିଲେନି ସୂର୍ଯ୍ୟବଂଶୀ

ଏହି ସାର ଜଣଙ୍କ ହେଲେ ୨୬ ବର୍ଷୀୟ ମେଧାବୀ ଯୁବକ ଦୀପକ କୁମାର ଦାସ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଆନ୍ଦୋଳ ପଞ୍ଚାୟତରେ।

Advertisment

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଚାଲିଥିଲା। ଆଉ ଏପଟେ ଓଡ଼ିଶାରେ ଜଣେ ନିଆରା ଗୁରୁଙ୍କ ଶିକ୍ଷାଦାନକୁ ନେଇ ପ୍ରଶଂସା କରିଛନ୍ତି ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସାରଙ୍କୁ ସାବାସି ଦେଲେ ସୂର୍ଯ୍ୟବଂଶୀ ସୂରଜ। ଖୁବ କମ ଜନପ୍ରତିନିଧି ଅଛନ୍ତି, ଯେଉଁମାନେ ପ୍ରୋତ୍ସାହନ ଦେବାରେ ଟିକିଏ ବି କୁଣ୍ଠାବୋଧ କରନ୍ତି ନାହିଁ । ତେବେ ଏହି ସାର ଜଣଙ୍କ ହେଲେ ୨୬ ବର୍ଷୀୟ ମେଧାବୀ ଯୁବକ ଦୀପକ କୁମାର ଦାସ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଆନ୍ଦୋଳ ପଞ୍ଚାୟତରେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhadrak Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe