ପିଲେ ଉତ୍ତର ଡାକୁଛି ଲେଖ ! | Odisha Reporter
ଚାଲିଛି ମାଟ୍ରିକ୍ ପରୀକ୍ଷା। ଆଉ ପିଲାମାନଙ୍କୁ ସାର ଦିଦିମାନେ ଡାକୁଛନ୍ତି ଉତ୍ତର। ୨୪ର ବି, ୨୭ର ସି, ୨୮ର ଏ, ୨୯ର ବି, ୩୦ର ଏ। ଏମିତି ଗୋଟିଏ ପରେ ଗୋଟିଏ ଉତ୍ତର ଡାକି ଚାଲିଛନ୍ତି। ଆଉ ପିଲାମାନେ ଗୋଲ ପରେ ଗୋଲ ବୁଲାଉଛନ୍ତି।
Advertisment
ପିଲେ ଉତ୍ତର ଡାକୁଛି ଲେଖ ! | Odisha Reporter