Advertisment

ସ୍କୁଲ ଦେଉଛି ଉତ୍ତମ ବାର୍ତ୍ତା

ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଥୋରଦା ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ଉତ୍ତମ ପରିବେଶ ଯେ କୌଣସି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବ।

Advertisment

ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଥୋରଦା ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ଉତ୍ତମ ପରିବେଶ ଯେ କୌଣସି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବ। ଶ୍ରେଣୀଗୃହ ଯେମିତି କ୍ୟାଂପସ ବି ସେମିତି। ଏହି ଛୋଟିଆ କ୍ୟାଂପସ ମଧ୍ୟରେ ରହିଛି ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ବିଦ୍ୟାଦାତା ଗଣେଷ ଓ ମା ସରସ୍ବତୀଙ୍କ ପ୍ରତିମୂର୍ତ୍ତି। ଆଉ ତା ସାଙ୍ଗକୁ ନାନା ରକମର ଗଛଲତା। ସ୍କୁଲର ପ୍ରବେଶ ପଥରେ ମୁରୁଜ ସହ ମାଣବସା ପରି କଳସ ରଖାଯାଇଛି। ଆଉ ତା ସହିତ ପିଲାଙ୍କୁ ଜଣାଇବା ଲାଗି ଔଷଧୀୟ ବୃକ୍ଷ ଚିହ୍ନିବା ଲାଗି ଗଛ ମୂଳରେ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhadrak Smart School Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe