ଗୋଟେ ବ୍ଲାକବୋର୍ଡକୁ ଦି ଜଣ ସାର ଠେଲାପେଲା | Odisha Reporter
ଗୋଟିଏ ରୁମ୍ରେ ଚାଲିଛି ଦୁଇଟି କ୍ଲାସ୍। ଗୋଟିଏ ବ୍ଲାକ୍ବୋର୍ଡରେ ପଢ଼ାଉଛନ୍ତି ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। ସାର୍ ପିଲାମାନଙ୍କୁ ବିଜ୍ଞାନର ଜଟିଳ ଫର୍ମୁଲା ଶିଖାଉଥିବା ବେଳେ ଦିଦି ପଢ଼ାଉଛନ୍ତି ଇଂଲିଶ। ଏପରି ବିଚିତ୍ର ସ୍କୁଲ ଚାଲିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ର ଦୁର୍ଗମ ଅଞ୍ଚଳରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
